ନିଜ ମାଟିରେ ଛତିଶଗଡ଼ ସରକାର ‘ଗୃହଶତ୍ରୁ’, ଜୀବିକା ହରାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ

ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଘଟଣା  ଝାରସୁଗୁଡ଼ା/ବ୍ରଜରାଜନଗର : ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ ଘଟଣା ଖୋଦ୍‌ ଛତିଶଗଡ଼ ସରକାର ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ବ୍ୟାରେଜ୍‌ ଯୋଗୁଁ ହଜାରହଜାର ମତ୍ସ୍ୟଜୀବୀ ଏବେ ଜୀବିକା ହରାଇ ସାରିଛନ୍ତି। ଯେଉଁଥିପାଇଁ ସେମାନେ ସରକାରଙ୍କୁ ବିରୋଧ କରିବା ସହିତ ‘ଗୃହଶତ୍ରୁ’ ବୋଲି କହୁଛନ୍ତି। ଆମର ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁସାରେ କଲ୍‌ମାରେ ବ୍ୟାରେଜ୍‌ ନିର୍ମାଣ କରି ଛତିଶଗଡ଼ ସରକାର ଅଟକାଇଥିବା ପାଣିକୁ … Continue reading ନିଜ ମାଟିରେ ଛତିଶଗଡ଼ ସରକାର ‘ଗୃହଶତ୍ରୁ’, ଜୀବିକା ହରାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ